କାହିଁକି ମହିଳାମାନଙ୍କୁ ସୁନାର ପାଉଁଜି କିମ୍ବା ସୁନା ଗୋଡ ମୁଦି ପିନ୍ଧିବାକୁ କରାଯାଇଛି ବାରଣ
ହିନ୍ଦୁ ଧର୍ମରେ ସବୁ ଜିନିଷକୁ ନେଇ କିଛି ନା କିଛି ମାନ୍ୟତା ଯୋଡି ହୋଇ ରହିଛି । ସେମିତି ମହିଳାଙ୍କର ଷୋଳ ଶୃଙ୍ଗାର ସାମଗ୍ରୀ ଏବଂ ଆଭୂଷଣ ର ମଧ୍ୟ ଏକ ନିଜସ୍ୱ ଖାସ ମହତ୍ୱ ବିଷୟରେ କୁହାଯାଇଛି । ମାନ୍ୟତା ରହିଛି ମହିଳାଙ୍କୁ ସୁନାର ପାଉଁଜି କିମ୍ବା ସୁନା ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ ।…