Browsing Tag

Why are single women happier than married women?

ବିବାହିତା ମହିଳାଙ୍କ ତୁଳନାରେ କାହିଁକି ଅବିବାହିତା ମହିଳାମାନେ ରହିଥାନ୍ତି ଅଧିକା ଖୁସିରେ

ସାଧାରଣ ଭାବରେ ଦେଖିବାକୁ ଗଲେ ବିବାହ ଗୋଟିଏ ସାମାଜିକ ବନ୍ଧନ ଅଟେ l ଯାହା ୨ଟି ଅଜଣା ବ୍ୟକ୍ତିଙ୍କୁ ଯୋଡିବା ସହିତ ୨ଟି ଅଜଣା ପରିବାର କୁ ମଧ୍ୟ ଗୋଟିଏ ବନ୍ଧନ ଓ ସମ୍ମାନ ରେ ବାନ୍ଧିଥାଏ l ଯେତେବେଳେ ଗୋଟିଏ ଝିଅ ୨୩-୨୪ ବର୍ଷର ହୋଯାଇଥାଏ ଘର ଲୋକଙ୍କର ଚିନ୍ତା ବଢି ଯାଇଥାଏ l ଏହି ସମୟରେ ଘରେ…