କାହିଁକି ପିଆଜ ଓ ରସୁଣକୁ ଆମିଷ ବୋଲି କୁହାଯାଏ ?
ଆପଣ ମାନେ ଅନେକ ଥର ଶୁଣିଥିବେ କି ବ୍ରାହ୍ମଣମାନେ ରସୁଣ ଏବଂ ପିଆଜ ଠାରୁ ଦୂରେଇ ରୁହନ୍ତି। ଆପଣମାନେ ମଧ୍ୟ ଦେଖିଥିବେ କି କୌଣସି ପୂଜା ପର୍ବଣରେ ଆମିଷ ନଖାଇବା ସହିତ ପିଆଜ ରସୁଣ ମଧ୍ୟ ଖାଆନ୍ତି ନାହିଁ ତ ଏଥିରେ ଆଶ୍ଚର୍ଯ୍ୟ ଲାଗେକି, ଆମିଷ ତ ଠିକ ଅଛି କିନ୍ତୁ ପିଆଜ ରସୁଣ କାହିଁକି ଖାଇବା…