Browsing Tag

Who

ଭାରତରେ କରୋନାର ଦ୍ୱିତୀୟ ଲହର ନେଇ ‘ହୁ’ର ଚିନ୍ତା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ପରିପ୍ରେକ୍ଷୀରେ ଦେଖାଦେଇଥିବା ଡବଲ ମ୍ୟୁଟାଣ୍ଟ ଉଦ୍ବେଗର କାରଣ ହୋଇଛି। ଏହା ଦ୍ରୁତବେଗରେ ସଂକ୍ରମିତ ହେଉଥିବାରୁ ଏଥିନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ଉଦ୍ବେଗ ପ୍ରକାଶ କରିଛି। ଭାରତରେ ଦେଖାଦେଇଥିବା କରୋନାର…

କରୋନା ଟିକାରେ ସୁସ୍ଥ ହେବା ଗ୍ୟାରେଣ୍ଟି ନାହିଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ଟିକାରେ ସୁସ୍ଥ ହେବା ଗ୍ୟାରେଣ୍ଟି ନାହିଁ ଏପରି ମନ୍ତବ୍ୟ ରଖିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ମୁଖ୍ୟ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ । ଗତକାଲି ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଟେଡ୍ରୋସ ଅଧାନୋମ ଘେବ୍ରେୟେସସ ଏହା କହିଛନ୍ତି ।…

ବିଶ୍ୱରେ ୧୭୨ଟି ଦେଶ କୋଭିଡ୍ ଭ୍ୟାକସିନ ତିଆରି କରୁଛନ୍ତି : ‘ହୁ’

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସାରା ବିଶ୍ୱରେ ୧୭୨ଟି ଦେଶ କୋଭିଡ୍ ଭ୍ୟାକସିନ ପାଇଁ କାର୍ଯ୍ୟ କରୁଥିବା ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ) ମୁଖ୍ୟ ଟେଡ୍ରୋସ ଏଡନାମ୍ ଘେବ୍ୟେଇୟସ୍ ସୋମବାର ସୂଚନା ଦେଇଛନ୍ତି। ଏହି ଦେଶମାନେ ନିରପେକ୍ଷ ଏବଂ ନ୍ୟାୟସଂଗତ ଭାବେ କମ ସମୟ ମଧ୍ୟରେ କିଭଳି…

ଭୟଙ୍କର ତଥ୍ୟ ଦେଲା ‘ହୁ’ , କରୋନା ବାୟୁ ବାହିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁ ତର୍ଜମା ପରେ ମହାମାରୀ କରୋନା ଭାଇରସ ବାୟୁବାହିତ ବୋଲି ସ୍ୱୀକାର କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)। ଏହାର ଅର୍ଥ କରୋନା ଭୂତାଣୁ ବାୟୁ ଦ୍ୱାରା ମଣିଷଙ୍କ ଶରୀରରେ ପ୍ରବେଶ କରିବା ଆଶଙ୍କା ରହିଛି। ହୁ’ର ଏହି ସୂଚନାପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ…

କରୋନା ଭାଇରସକୁ ବିଶ୍ୱ ମହାମାରୀ ଘୋଷଣା ନକରିବାକୁ ‘ଡବ୍ଲୁଏଚ୍ଓ’ ଉପରେ ଚାପ ପକାଇଥିଲା ଚୀନ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କରୋନାଭାଇରସ୍ ବିସ୍ତାରକୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍କଟ ଭାବେ ଘୋଷଣା ନ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଉପରେ ଚୀନ୍ ଚାପ ପକାଇବାକୁ ଉଦ୍ୟମ କରିଥିଲା ବୋଲି ଆମେରିକାର ଗୁଇନ୍ଦା ସଂଗଠନ ‘ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍‌ସ୍ ଏଜେନ୍ସି’ କହିଛି। ‘ନିଉଜ୍‌ଉଇକ୍’ରେ ସିଆଇଏ…

କରୋନା ସଂକ୍ରମଣକୁ ନେଇ ସତର୍କ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ସଂକ୍ରମଣ ପାଇଁ ସାରା ବିଶ୍ୱରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ଏହି ଭାଇରସ୍‌ର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍‌ ଡାଉନ୍‌ ଜାରି କରାଯାଇଛି । କିନ୍ତୁ, ଏହି ଲକ୍‌ ଡାଉନ୍‌ କାରଣରୁ ଅର୍ଥନୀତି ନିମ୍ନଗାମୀ…

କରୋନାକୁ ନେଇ ପୁଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆସିଲା ଏପରି ବୟାନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନାଭାଇରସକୁ ପ୍ରତିହତ କରିବାକୁ ଖାଲି ଲକଡାଉନ୍ କଲେ ଚଳିବ ନାହିଁ । ସଂକ୍ରମଣ ଏଡ଼ାଇବାକୁ ଜନସ୍ୱାସ୍ଥ୍ୟ ଉପରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ରବିବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବିଶେଷଜ୍ଞ କହିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାଇକ୍ ରିୟାନ୍ ନାମକ…