Browsing Tag

which will increase the body weight and harm the body

ଭୁଲରେ ସକାଳେ ଖାଲି ପେଟରେ ଖାନ୍ତୁ ନାହିଁ ଏହିସବୁ ଖାଦ୍ୟ, ଯାହା ଶରୀରର ଓଜନ ବୃଦ୍ଧି କରିବା ସହ ଶରୀରକୁ କରାଏ କ୍ଷତି

ଜଳଖିଆ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ସକାଳେ ଯାହା ଖାଇଥାଉ କିମ୍ବା ପିଇଥାଉ ତାହା ଆମ ଶରୀର ଉପରେ ଅଧିକ ପ୍ରଭାବ ପକାଇଥାଏ। ଉଦାହରଣ ସ୍ୱରୂପ, ଯଦି ଆପଣ ପ୍ରତିଦିନ ସକାଳ ଫ୍ରାଇଡ୍ ଫୁଡ୍ ସହିତ ଆରମ୍ଭ କରନ୍ତି, ତେବେ ଏହା କେବଳ ହଜମ ଜନିତ ସମସ୍ୟା ସୃଷ୍ଟି କରେ ନାହିଁ ବରଂ ଆମର ଓଜନ…