ଏହି ୩ଟି ନୂଆ ଫିଚର ଆଣୁଛି ହ୍ବାଟସ ଆପ୍; ଯାହା ଫଳରେ ଆହୁରି ପାଇବେ ପ୍ରାଇଭେସି
ହ୍ବାଟସ ଆପ୍ ଖୁବ ଶୀଘ୍ର ନିଜର ଉପଭୋକ୍ତାମାନଙ୍କ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଯାହା ଫଳରେ ଉପଭୋକ୍ତାମାନେ ନିଜର ପ୍ରାଇଭେସି ଅଧିକ ମେଣ୍ଟେନ କରିପାରିବେ, ଏ ନେଇ କମ୍ପାନୀ ମାଲିକ ମାର୍କ ଜୁକରବର୍ଗ ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଯେଉଁଥିରେ 'ଅନଲାଇନ୍…