ହିନ୍ଦୁଧର୍ମରେ ସ୍ନାନର କ’ଣ ରହିଛି ମହତ୍ୱ ? କେଉଁ ସ୍ନାନ କଲେ କିଭଳି ଫଳ ମିଳେ ?
ହିନ୍ଦୁ ମାନ୍ୟତା ଅନୁସାରେ ସ୍ନାନ ର ଅନେକ ମହତ୍ୱ ରହିଛି l ମାନ୍ୟତା ରହିଛି ଯେ ସ୍ନାନ ବିନା କୌଣସି କାର୍ଯ୍ୟରେ ସିଦ୍ଧି ଲାଭ ହୋଇ ନଥାଏ l ଏହି ସ୍ନାନକୁ ନେଇ ଧର୍ମ ଶାସ୍ତ୍ରରେ ବିଶେଷ ବିଧି ରହିଛି l ଏହାଛଡା ସ୍ନାନ ର ୪ ପ୍ରକାର ବର୍ଣ୍ଣନା ମଧ୍ୟ ଧର୍ମ ଗ୍ରନ୍ଥରେ ରହିଛି l ସ୍ନାନ ଦ୍ୱାରା…