Browsing Tag

Western Odisha

ହିଟ୍‌ ୱେଭ୍ ଜାରି : ୭ ଜିଲ୍ଲାକୁ ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ବୁଧବାର ଭଳି ଗୁରୁବାର ମଧ୍ୟ ପଶ୍ଚିମ ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହୋଇଛି। ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଉପକୂଳରେ ଗୁଳୁଗୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ୪୫.୩ ଡିଗ୍ରୀ ତାପାମାତ୍ରା ସହ ବଲାଙ୍ଗିର ରାଜ୍ୟର ସବୁଠାରୁ…

ଗ୍ରୀଷ୍ମ ପ୍ରବାହ : ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉତ୍ତର-ପଶ୍ଚିମ/ପଶ୍ଚିମ ଦିଗରୁ ଆସୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି। ପାଣିପାଗ କେନ୍ଦ୍ରର ସୂଚନା…

ଆଜିଠୁ ପଶ୍ଚିମ ଓଡ଼ିଶାକୁ ତିନି ଦିନ ଯାଏ ହିଟ୍‌ୱେଭ୍ ଆଲର୍ଟ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆଜିଠୁ ପଶ୍ଚିମ ଓଡ଼ିଶାରେ ଆହୁରି ବଢ଼ିବ ଦିନର ତାପମାତ୍ରା । ତିନି ଦିନ ଯାଏ ନିସ୍ତାର ନାହିଁ । ୧୦ ତାରିଖ ଯାଏ ପଶ୍ଚିମ ଓଡ଼ିଶାକୁ ହିଟ୍ୱେଭ୍ ଆଲର୍ଟ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ପାଇଁ ବରଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗର ଓ…

ଦୁର୍ବଳ ମୌସୁମୀ: ପଶ୍ଚିମ ଓ ଉପକୂଳରେ ଅସହ୍ୟ ତାତି

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): କେରଳ ଛୁଇଁବା ପରେ ଦୁର୍ବଳ ମୌସୁମୀ। ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅସହ୍ୟ ତାତି। ଓଡ଼ିଶା ପାଇଁ ପାଗ ଅନୁକୂଳ ହେଉନାହିଁ। ଫଳରେ ତାତିରୁ ନିସ୍ତାର ମିଳୁନି। ଆସନ୍ତା ୩ ଦିନ ଯାଏ ଆହୁରି ଜାରି ରହିବ ଅସହ୍ୟ ତାତି। ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକ ଠାରୁ…

ପଶ୍ଚିମ ଓଡିଶାର ଖସୁନି ପାରଦ : 13ଟି ସହରର ତାପମାତ୍ରା 40ଡିଗ୍ରୀ ଉପରେ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଶ୍ଚିମ ଓଡିଶାର ଖସୁନି ପାରଦ, ଅସହ୍ୟ ତାତିରେ ଭାଜି ହେଉଛନ୍ତି ପଶ୍ଚିମ ଓଡିଶାବାସୀ। ରବିବାର ପଶ୍ଚିମ ଓଡିଶାର ସମସ୍ତ ସହରରେ ତାପମାତ୍ରା 40ଡିଗ୍ରୀ ଉପରେ ରେର୍କଡ କରାଯାଇଛି। ଟିଟିଲାଗଡ ସହର 44.6 ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ…

ପଶ୍ଚିମ ଓଡ଼ିଶାକୁ ଫେରିଲା ତାତି, ଜଳୁଛି ବଲାଙ୍ଗୀର ଓ ଟିଟିଲାଗଡ଼

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ୪୩ ଡିଗ୍ରୀ ଉପରେ ରହିଥିଲା ୮ ସହର। ଜଳୁଛି ବଲାଙ୍ଗୀର ଓ ଟିଟିଲାଗଡ଼। ୪୪ ଡିଗ୍ରୀ ସହିତ ସୋନପୁର ହୋଇଥିଲା ସବୁଠୁ ଉତ୍ତପ୍ତ। ଗତକାଲି ରାଜ୍ୟର ୧୭ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଉପକୂଳ…

ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ହାଇକୋର୍ଟ ବାର ଆସୋସିଏସନର ବିରୋଧ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସ୍ତାବକୁ ବିରୋଧ । ବେଞ୍ଚ ଗଠନ ନେଇ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ କୀରଣରିଜିଜୁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନ କରିବାକୁ ହାଇକୋର୍ଟ ବାର…

କାହାକୁ ମିଳିବ ପଶ୍ଚିମ ଓଡ଼ିଶାର ସାଙ୍ଗଠନିକ ଦାୟିତ୍ୱ ପଢନ୍ତୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସଦ୍ୟତମ ପରିବର୍ତ୍ତିତ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ପଶ୍ଚିମ ଓଡ଼ିଶାର ଜଣେ ମନ୍ତ୍ରୀ ପଦ ପାଇବା ନେଇ ଅନେକ ନେତା ଆଶା ବାନ୍ଧିଥିଲେ । ମାତ୍ର ସେଭଳି କିଛି ହେଲା ନାହିଁ ତେଣୁ ପଶ୍ଚିମ ଓଡ଼ିଶାରେ କିଛି ପରିମାଣରେ ଦୁର୍ବଳ ଥିବା ବିଜେଡି ନିଜ ସଙ୍ଗଠନକୁ ଅଧିକ ସୁଦୃଢ଼…

ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡିଶା ଗରିବ ହୋଇ ରହିଛି: ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବଲପୁରରେ ଏକ ସାଧାରଣ ସଭାରେ ଯୋଗଦେଇ ଦେଇଛନ୍ତି । ସମ୍ବଲପୁରରେ ରେମେଡ୍ ଛକ ପଡ଼ିଆଠାରେ ଆୟୋଜିତ ବିଜୟ ସଙ୍କଳ୍ପ ଜନସମାବେଶକୁ ଉଦ୍‌ବୋଧନ ଦେଇ ମୋଦି ଉଭୟ କଂଗ୍ରେସ ଓ…

ମଜଭୁତ ବିଜେପି ଏଥର ଓଡ଼ିଶାରେ ଫୁଟାଇବ ପଦ୍ମ: ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ବିଜେପିର ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶା ର ସୁନ୍ଦରଗଡ ଓ ସୁବର୍ଣ୍ଣପୁର ଗସ୍ତ କରିଛନ୍ତି ।ସୁନ୍ଦରଗଡ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ମୋଦି, "ମୋ ସୁନ୍ଦରଗଡ଼ର ଭାଇଭଉଣୀ ମାନେ ମା’ମାଉସୀ ମାନେ" କହି ନିଜ ଅଭିଭାଷଣ ଆରମ୍ଭ…