Browsing Tag

West Bengal government agree with doctors demand

ନଇଁଲେ ମମତା, ଆନ୍ଦୋଳନରତ ଡାକ୍ତରଙ୍କ ସବୁ ଦାବି ମାନିଲେ ପଶ୍ଚିମବଙ୍ଗ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ଆନ୍ଦୋଳନରତ ଡାକ୍ତର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭିତରେ ବସିଥିବା ବୈଠକ ସଫଳ ହୋଇଛି । ମମତା ଆନ୍ଦୋଳନରତ ଡାକ୍ତରଙ୍କ ସମସ୍ତ ଦାବି ମାନି ନେଇଥିବା ଜଣାପଡିଛି । ଡାକ୍ତରଙ୍କ ଦାବି ଅନୁଯାୟୀ : *ସରକାରୀ ହସ୍ପିଟାଲଗୁଡିକରେ ଅଭିଯୋଗ ନିବାରଣ…