Browsing Tag

West Bengal

ରସଗୋଲା ନେଇ ପଶ୍ଚିମବଙ୍ଗ କୁ ପଛରେ ପକାଇଲା ଓଡ଼ିଶା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅନେକ ଦିନରୁ ପଶ୍ଚିମବଙ୍ଗ ଓ ଓଡ଼ିଶା ମଧ୍ୟରେ ରସଗୋଲାକୁ ନେଇ ଚାଲିଥିବା ଶୀତଳ ଯୁଦ୍ଧର ଅନ୍ତ ଘଟିଛି । ପଶ୍ଚିମବଙ୍ଗ ରସଗୋଲାର ଉତ୍ପତ୍ତି ସ୍ଥଳ ବୋଲି ଦାବି କରୁଥିବା ବେଳେ ଓଡ଼ିଶା ଏହା ଜଗନ୍ନାଥ ସଂସ୍କୃତିର ଏକ ଅଭିର୍ଣ୍ଣ ଅଙ୍ଗବୋଲି ଦାବି କରିଆସୁଥିଲା । ଶେଷରେ…

ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିବ ସ୍ବତନ୍ତ୍ର ଆଇନ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜନୈକ ଜୁନିୟର ଡାକ୍ତରଙ୍କୁ ମାଡ଼ ଘଟଣାରେ ପଶ୍ଚିମବଙ୍ଗର ଡାକ୍ତରମାନେ ପ୍ରାୟ ଏକ ସପ୍ତାହ ହେବ ଆନ୍ଦୋଳନରେ ବସିଛନ୍ତି । ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କୁ ଆଲୋଚନା ଲାଗି ଡାକିଥିଲେ ମଧ୍ୟ ସେମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ତେବେ ଆଜି…

ରାଲି ବଦଳରେ ବାଂଲାଦେଶ ସୀମାରେ ପହଁଚିଲା ଦିଦିଙ୍କ ହେଲିକପ୍ଟର

ଓଡିଶା ଫାଷ୍ଟ(ବ୍ୟୁରୋ): ଏକ ବଡଧରଣର ତ୍ରୁଟି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବାକୁ ବାହାରିଥିଲେ ମାତ୍ର ଦିଦିଙ୍କ ହେଲିକପ୍ଟର ରାଲି ବଦଳରେ ବାଂଲାଦେଶ ସୀମାରେ ପହଁଚିଲା । ହେଲିକପ୍ଟରଟି…

ଭାଜପାକୁ ଝଟକା, ପ୍ରଚାର ପାଇଁ ବ୍ୟବହାର ହେବନି ଡାକବାଜି ଯନ୍ତ୍ର: ସୁପ୍ରିମକୋର୍ଟ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ବେଳେ ପଶ୍ଚିମବଙ୍ଗରେ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପାଇଁ ସିଧା ସିଧା ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ପିଲାଙ୍କ ପାଠପଢ଼ା ଠାରୁ ନିର୍ବାଚନ ଗୁରୁତ୍ୱପୂର୍ଣ୍ଣ ନୁହେଁ । ତେଣୁ ନିର୍ବାଚନ ସମୟରେ ପ୍ରଚାର ଲାଗି ଡାକବାଜି ଯନ୍ତ୍ରର…

ପଶ୍ଚିମବଙ୍ଗ କୃଷ୍ଣାଗଞ୍ଜ ବିଧାୟକଙ୍କୁ ଗୁଳିକରି ହତ୍ୟା, ହତ୍ୟା ପାଇଁ ବିଜେପି ଓ ମୁକୁଲ ରାୟଙ୍କୁ ଦାୟୀକଲା ଟିଏମସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ପ୍ରାକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗର କୃଷ୍ଣାଗଞ୍ଜ ତୃଣମୂଳ କଂଗ୍ରେସର ବିଧାୟକ ସତ୍ୟଜିତ ବିଶ୍ବାସଙ୍କୁ ନଦିୟା ଜିଲ୍ଲାରେ ଗୁଳିକରି ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, ସତ୍ୟଜିତ ନିଜ ନିର୍ବାଚନ ମଣ୍ଡଳୀରେ ଏକ ସରସ୍ବତୀ…

ରାଜୀବ କୁମାରଙ୍କୁ ସିବିଆଇ ଜେରା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ସିଲଙ୍ଗଠାରେ କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚରା କରିଥିଲା ସିବିଆଇ । ସିବିଆଇର ଅଭିଯୋଗ, ରାଜୀବ କୁମାର ସାରଦା ଚିଟଫଣ୍ଡ ମାମଲାରେ ଅଭିଯୁକ୍ତଙ୍କ ସୁରକ୍ଷା ପାଇଁ ତଥ୍ୟ ଲୁଚାଇଛନ୍ତି । ସୂଚନା ଅନୁଯାୟୀ, କିଛିଦିନ ତଳେ ରାଜୀବ କୁମାର…

୯ରେ କୋଲକାତା ପୋଲିସ କମିଶନରଙ୍କୁ ଜେରା କରିବ ସିବିଆଇ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚିଟ୍‌ଫଣ୍ଡ ଦୁର୍ନୀତି ଘଟଣାରେ କୋଲକାତା ପୋଲିସ କମିଶନର ରାଜୀବ କୁମାରଙ୍କୁ ସିବିଆଇ ଆସନ୍ତା ୯ତାରିଖ ଶନିବାର ପଚରାଉଚରା କରିବ । ମେଘାଳୟର ଶିଲଂଠାରେ ରାଜୀବଙ୍କୁ ସିବିଆଇ ଜେରା କରିବ ଓ ତଦନ୍ତ ସମୟରେ ରାଜୀବ ସମ୍ପୁର୍ଣ୍ଣ…

ରାଲି ପାଇଁ ଅନୁମତି ଦେଲେନି ମମତା, ରାଗିଗଲେ ଯୋଗୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଶ୍ଚିମବଙ୍ଗରେ ଭାଜପା ପକ୍ଷରୁ ଆୟୋଜିତ ଗଣତନ୍ତ୍ର ବଞ୍ଚାଅ ରାଲିରେ ଆଜି ଯୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗେଦବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ଯୋଗୀଙ୍କ ହେଲିକାପ୍ଟର ଲ୍ୟାଣ୍ଡିଂ ପାଇଁ ପଶ୍ଚିମ ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ…

ଓଡ଼ିଆ ଆଇଏଏସ୍‌ଙ୍କୁ ପଶ୍ଚିମବଙ୍ଗ ପୋଲିସର ଦୁର୍ବ୍ୟବହାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଓଡ଼ିଆ ଆଇଏଏସ୍‌ ଅଫିସରଙ୍କୁ ପଶ୍ଚିମବଙ୍ଗ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଦୁର୍ନୀତି ମାମଲାର ଅନୁଧ୍ୟାନ ପାଇଁ ଅାସିଥିବାବେଳେ ସବ୍‌ଡିଭିଜନାଲ ଅଫିସର ସ୍ମୃତିରଞ୍ଜନ ମହାନ୍ତିଙ୍କୁ ଏସ୍‌ଡିପିଓ ଅଟକ ରଖିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି…

ସିବିଆଇ ର ପକ୍ଷ ଛେଦନ କଲେ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ କନ୍ଦଳ ସୁପ୍ରିମକୋର୍ଟ ରେ ବିଚାର ଚାଲିଥିବା ବେଳେ ସିବିଆଇ ର ପକ୍ଷ ଛେଦନ କରିବାକୁ ଯାଇ ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ବିନା ଅନୁମତିରେ ରାଜ୍ୟରେ କୌଣସି ମାମଲାରେ ସିବିଆଇ ତଦନ୍ତ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ନାମା ଜାରି କରିଛନ୍ତି । ସୂଚନା…