Browsing Tag

Weed

କୋଟିଏ ଟଙ୍କାର ଗଞ୍ଜେଇ ଜବତ:ଜଣେ ଗିରଫ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ପୁଣି ଚଢାଉ । ଶନିବାର ଭୋରୁ ସକାଳୁ ଲାଞ୍ଜିପଲ୍ଲୀ ନିକଟ ଏକ ପରିତ୍ୟକ୍ତ ଘରେ ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଗଜପତି ଅଞ୍ଚଳରୁ ବାହାର ରାଜ୍ୟକୁ ଚାଲାଣ ହେବା ନେଇ ଗଚ୍ଛିତ ରଖାଯାଇଥିବା ବେଳେ ଅବକାରୀ ଗୁଇନ୍ଦା…