ସୀମା ପାର ପ୍ରେମ କାହାଣୀ; ପାକିସ୍ତାନ ଯାଇ ଧର୍ମ ପରିବର୍ତ୍ତନ କରି ଫେସବୁକ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କଲେ ଅଞ୍ଜୁ,…
ସୋସିଆଲ ମିଡିଆରେ ଏବେ ବେଶ ଚର୍ଚ୍ଚାର ବିଷୟ ହୋଇଛି ଦୁଇ ମହିଳା ସୀମା-ଅଞ୍ଜୁଙ୍କ ପ୍ରେମ କାହାଣୀ । ଦୁଇ ମହିଳାଙ୍କର ଏହି ସୀମାପାର ପ୍ରେମ ବେଶ ମନୋରଞ୍ଜନର ଖୋରାକ ଯୋଗାଇଛି । ଜଣେ ନିଜ ଜନ୍ମାମାଟି, ସ୍ୱାମୀ, ଘର ସଂସାର ଛାଡି ପାକିସ୍ତାନରୁ ଭାରତ ପଳାଇ ଆସିଛି । ଅନ୍ୟଜଣେ ଭାରତରେ ଥିବା…