ଆସନ୍ତୁ ଜାଣିବା ବୟସ ଅନୁସାରେ ଶରୀରର ଓଜନ କେତେ ରହିବା ଆବଶ୍ୟକ
ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ବାଗତ ଜଣାଉଛୁ । ବନ୍ଧୁଗଣ ଆପଣମାନେ ତ ଜାଣିଥିବେ ସମସ୍ତେ ସୁନ୍ଦର ଦେଖା ଯିବା ପାଇଁ ନିଜ ଶରୀରର ବହୁତ ଯତ୍ନ ନେଇଥାନ୍ତି । ଅନେକ ସମୟରେ ଲୋକମାନେ ନିଜ ଶରୀରକୁ ନେଇ ଚିନ୍ତାରେ ରହିଥାନ୍ତି ଯେ , ବୟସ ଅନୁସାରେ ଶରୀରର ଓଜନ ଠିକ୍ ଅଛି କି ନାହିଁ ।…