ପ୍ରତି ୧୫ ମିନିଟରେ ଆପେ ଆପେ ବନ୍ଦ ହେଉଛି ଝରଣାର ଜଳ , କାରଣ ଖୋଜି ପାଉ ନାହାଁନ୍ତି ବୈଜ୍ଞାନିକ
ପ୍ରକୃତିରେ ଅନେକ ରହସ୍ୟ ଲୁଚି ରହିଛି, ଯାହାକୁ ଦେଖିବା ପରେ ମଣିଷ ନିଜ ଆଖିକୁ ବି ବିଶ୍ବାସ କରି ପାରିନି। ଆମେରିକାର ୱାୟୋମିଙ୍ଗ ପର୍ବତରୁ ବାହାରିଥିବା ଛୋଟ ଝରଣା ଏହିପରି ଏକ ଆଶ୍ଚର୍ଯ୍ୟ ପାଲଟି ଥାଏ ମଣିଷମାନଙ୍କ ପାଇଁ। ଏହାର ନାମ ରିଥମିକ୍ ସ୍ପ୍ରିଙ୍ଗ। ଏହା ଦୁନିଆରେ ରହିଥିବା ପ୍ରକୃତିର…