Browsing Tag

Water Flot

ଆସାମରେ ଜଳ ପ୍ରଳୟ: ୨୪ ଘଣ୍ଟାରେ ୧୧ ଲୋକଙ୍କ ମୃତ୍ୟୁ

ଗୌହାଟୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆସାମରେ ଜଳ ପ୍ରଳୟ। ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି। ଚାରିଆଡେ ଜଳ ପ୍ରଳୟ ଦେଖିବାକୁ ମିଳୁଛି। ମଣିଷଙ୍କ ତୁଳନାରେ ଜୀବଜନ୍ତୁ ଅଧିକ କଷ୍ଟ ପାଉଛନ୍ତି। କାଜିରଙ୍ଗା ଜାତୀୟ ପାର୍କରେ ହାତୀ ଓ ହରିଣ ସମେତ ଅନ୍ୟ ପ୍ରାଣୀମାନେ ମଧ୍ୟ ସୁରକ୍ଷିତ ସ୍ଥାନ…