ଗ୍ରାମ ଗୋଟିଏ ଗ୍ରାମବାସୀ ଅଧା-ଅଧା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ରାମ ଗୋଟିଏ । କିନ୍ତୁ ଭୋଟ ବେଳେ ଗ୍ରାମବାସୀଙ୍କୁ ଅଧା-ଅଧା ହେବାକୁ ପଡୁଛି । କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଗଞ୍ଜାମ ଜିଲାର ଆନ୍ଧ୍ର ସୀମାନ୍ତ ପାତ୍ରପୁର ବ୍ଳକର କେତେକ ଗ୍ରାମରେ ଏଭଳି ବିଚିତ୍ର ବ୍ୟବସ୍ଥା କେବଳ ନିର୍ବାଚନ ବେଳେ ପରିଲକ୍ଷିତ ହେଉଛି ।…