ହଟିଲା ବ୍ୟାନ, ଏଥର ଡାଉନଲୋଡ କରିପାରିବେ ଭିଏଲସି ମିଡିଆ ପ୍ଲେୟାର
ମଲ୍ଟିମିଡିଆ ପ୍ଲେୟାର ଭିଏଲସି ଉପରେ ଲାଗିଥିବା ବ୍ୟାନ ଆଦେଶ ହଟିଛି। ଏବେ ୟୁଜର୍ସମାନେ ଭାରତରେ ଏହାକୁ ଡାଉନଲୋଡ କରିପାରିବେ। କିଛି ମାସ ତଳେ ଭାରତ ସରକାର ଭିଏଲସି ଉପରେ ରୋକ ଲଗାଇଥିଲେ। ଆଜି ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ବ୍ୟାନକୁ ହଟାଇ ଦେଇଛି।
ବ୍ୟାନ ହଟିଥିବାରୁ ଲୋକମାନେ…