ଭିଟାମିନ ଡି କେତେ ପ୍ରକାର ଓ ଶରୀର ପାଇଁ ଏହାର ଫାଇଦା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୁସ୍ଥ ଶରୀର ପାଇଁ ଭିଟାମିନ ଡି ବହୁତ ଜରୁରୀ । ଭିଟାମିନ ଡି ମସ୍ତିସ୍କକୁ ସୁସ୍ଥ ରଖିବା ସହ ହାଡ଼ ମଜଭୁତ କରିଥାଏ । ଖାଲି ସେତିକି ନୁହେଁ କ୍ୟାନସର ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ହାଡ ସହ ମାଂଶପେଶୀକୁ ମଧ୍ୟ ମଜବୁତ କରିଥାଏ । ଏହାର…