ଭିସୁଟ୍ ଛାତ୍ରଛାତ୍ରୀ ଧାରଣାରେ ବସିଲେ
ସମ୍ୱଲପୁର : ବୁର୍ଲା ଭିସୁଟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଅଫଲାଇନ ତଥା ସମୟ ନଦେଇ ତୁରନ୍ତ ପରୀକ୍ଷାକୁ ବିରୋଧ କରି ଶହ ଶହ ଛାତ୍ରଛାତ୍ରୀ ଆଜି ଭିସୁଟ ପରିସରରେ ଧାରଣାର ବସିଛନ୍ତି । ଆସନ୍ତାକାଲି ସେମାନଙ୍କର ୫ମ ସେମିଷ୍ଟାର ପରୀକ୍ଷା ହେବାକୁ ଥିବାବେଳେ ଆଜି ଧାରଣାରେ ବସିଛନ୍ତି । ତେବେ…