ପାଟକୁରା ନିର୍ବାଚନ, ଷ୍ଟ୍ରଙ୍ଗ ରୁମରେ ଉତ୍ତେଜନା, ଆକ୍ରମଣର ଶିକାର ହେଲେ ପୋଲିଂ ଅଧିକାରୀ
ଓଡିଶା ଫାଷ୍ଟ(ବ୍ୟୁରୋ): କେନ୍ଦ୍ରାପଡା ଜିଲାର ପାଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ଏଥିସହିତ ଇଭିଏମ୍ରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଯାଇଛି । ମତଦାନ ପାଇଁ ୩୦୯ଟି ବୁଥ୍ ଖୋଲା ଯାଇଥିବା ବେଳେ ୧୩୮ ବୁଥକୁ ସମ୍ବେଦନଶୀଳ ଚିହ୍ନଟ କରାଯାଇଥିଲା ।
ଶାନ୍ତି…