Browsing Tag

Vintage Car Fair in Bhubaneswar inaugurated by Chief Minister

ଭୁବନେଶ୍ୱରରେ ଭିଣ୍ଟେଜ କାର୍ ମେଳା, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱରରେ ଭିଣ୍ଟେଜ କାର୍ ମେଳା । ଓଡିଶା କନକର୍ସ ଡି ଏଲିଗାନସ-୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡିଆରେ ୨ ଦିନ ଯାଏ ଚାଲିବ କାର୍ଯ୍ୟକ୍ରମ । ଭାରତବର୍ଷରୁ ସୁରକ୍ଷିତ ଭାବରେ ପୁନଃରୁଦ୍ଧାର ହୋଇଥିବା ୫୦ରୁ ଉର୍ଦ୍ଧ କାରକୁ…