Browsing Tag

vijilance

ଭିଜିଲାନ୍ସ ଜାଲରେ ନରସିଂପୁର ଥାନା ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ନରସିଂପୁର ଥାନା ଅଧିକାରୀ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏହାପରେ ଭିଜିଲାନ୍ସ ଟିମ ତାଙ୍କ ସରକାରୀ ବାସଭବନ ସମେତ ପୈତୃକ ଘରେ ଚଢାଉ କରିଥିବା ସୂଚନା ମିଳିଛି । ଲାଞ୍ଚ ନେଉଥିବା ଥାନା ଅଧିକାରୀ…

ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ, ୬ଟି ସ୍ଥାନରେ ରେଡ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ସହକାରୀ ଯୋଗାଣ ଅଧିକାରୀ । ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୂଆପଡା ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।…

କୋଟିପତି ଅଙ୍ଗନବାଡି ଦିଦି, ୬ଟି ସ୍ଥାନରେ ଚଢ଼ଉ

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡି ଦିଦି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଜାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି। ଉକ୍ତ ଅଙ୍ଗନବାଡି କର୍ମୀ ହେଉଛନ୍ତି କବିତା ମାଥ। ସେ କରୋଡକଣ୍ଟା ଅଙ୍ଗନବାଡି ସେଣ୍ଟରରେ କାର୍ଯ୍ୟ କରନ୍ତି। ଭିଜିଲାନ୍ସ ପକ୍ଷରୁ ତାଙ୍କ ବାସଭବନ ସମେତ ଏକାକାଳୀନ…

ଲାଞ୍ଚ ନେଇ ଧରାପଡିଲେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ, ଏରିୟର କରାଇଦେବାକୁ ନେଉଥିଲେ ୪ ହଜାର ଟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲାଞ୍ଚ ନେଇ ଧରାପଡିଲେ ପ୍ରିନ୍ସିପାଲ । ନୂଆପଡା ଜିଲ୍ଲା ଖଡିଆଳ ଥାନା ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୂଚନାଯୋଗ୍ୟ ଯେ, ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଦର୍ଶ ବିଦ୍ୟାଳୟ ପ୍ରିନ୍ସିପାଲ । ଏରିୟର କରାଇଦେବା…

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ସେକ୍ରେଟାରୀ, ବାସଭବନ ସମେତ ଅଫିସରେ ରେଡ୍

ଭିଜିଲାନ୍ସ ଜାଲରେ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ। ବରଗଡ଼ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ ସେକ୍ରେଟାରୀ ଘନଶ୍ୟାମ ସାହୁ। ଏକକାଳୀନ ଅଫିସ ଓ ବାସଭବନରେ ଚାଲିଛି ଚଢଉ ଜାରି ରହିଛି। ଖବର ଅନୁଯାୟୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗାଈସିଲେଟ ବ୍ଲକ ପ୍ୟାକ୍ସ ଆସିଷ୍ଟାଣ୍ଟ…

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧିକ୍ଷକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧିକ୍ଷକ । ଭାରପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ଗଣପତିଙ୍କ ବଲାଙ୍ଗୀର ପେଲେସଲାଇନ୍ ବାସଭବନ ସମେତ ଏକକାଳୀନ…

ଭିଜିଲାନ୍ସ ଜାଲରେ ନନ୍ଦପୁର ସିଡିପିଓ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଛତୁଆ ବିଲ୍ ପାସ୍ କରାଇବାକୁ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଠାରୁ ୧ ଲକ୍ଷ ୭୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ନନ୍ଦପୁର ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସ୍ନିଗ୍ଧା ରାଣୀ ମିଶ୍ର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ୩ ଭୈରବୀ ନାମକ ମହିଳା…

ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରଧାନ ଶିକ୍ଷୟିତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ପ୍ରଧାନ ଶିକ୍ଷୟିତ୍ରୀ। ଅଭିଭାବକଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି। ଏହି ପ୍ରଧାନ ଶିକ୍ଷୟିତ୍ରୀ ଜଣକ ହେଉଛନ୍ତି ରଶ୍ମିପ୍ରଭା ଶତପଥୀ। ସେ ରଙ୍ଗିଣସାହି ଉପ୍ରା ସ୍କୁଲ ସ୍କୁଲରେ କାର୍ଯ୍ୟ…

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ

ଓଡିଶା ଫାଷ୍ଟ( ବ୍ୟୁରୋ):ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲ୍ଲା ଯୋଗାଣ ଅଧିକାରୀ । ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କ ଗାଡିରୁ ଲକ୍ଷେ 10 ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ । ସେ ମିଲରମାନଙ୍କଠାରୁ ଟଙ୍କା ନେଇ ଯାଉଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଚଢଉ କରିଥିଲା…

ଭିଜିଲାନ୍ସ ଜାଲରେ ବିଡିଏ ଅଫିସର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):    ଭିଜିଲାନ୍ସ ଜାଲରେ (ବିଡିଏ) ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟିର ସ୍କେସନ ଅଫିସରଙ୍କ ଘରେ  ଭିଜିଲାନ୍ସ ଚଢଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ବିଡିଏ ସେକ୍ସନ ଅଫିସର  ବିଭୂତିଭୂଷଣ ରାୟଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି ଚଢଉ…