ଧମକ ପରେ ଭାଇଜାନଙ୍କ ବଢ଼ିଲା ସୁରକ୍ଷା
ବଢ଼ିଲା ବଲିଉଡର ଭାଇଜାନ ସଲମାନ ଖାନ୍ଙ୍କ ସୁରକ୍ଷା ବ୍ୟବସ୍ଥା। ଧମକ ପରେ ତାଙ୍କୁ ମିଳିଲା ୱାଇ ପ୍ଲସ୍ ସୁରକ୍ଷା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ସଲମାନଙ୍କୁ ଇ-ମେଲ୍ ଯୋଗେ ହତ୍ୟା ଧମକ ମିଳିବା ପରେ ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିଛି।
ଶନିବାର…