Browsing Tag

Vigilance team in Bajbati hills

ବାଜବାଟି ପାହାଡ଼ରେ ଭିଜିଲାନ୍ସ ଟିମ୍

ଚଣ୍ଡିଖୋଲ : ବାଜବାଟି ପାହାଡ଼ରେ ଭିଜିଲାନ୍ସ ପକ୍ଷରୁ ତନାଘନା । ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବାଜବାଟି ପାହାଡ଼ରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ଖୋଲତାଡ଼ । ଏଥିରେ କଳିଙ୍ଗନଗର ପ୍ରଦୂଷଣ ବୋର୍ଡ, ଭୂତତ୍ୱ ବିଭାଗ, ଖଣି ବିଭାଗର ଅଧିକାରୀମାନେ ସାମିଲ ଅଛନ୍ତି । ଖନନ…