Browsing Tag

Vigilance raid

ପୋଲିସ ବାବୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ଏସପି କମ୍ୟୁନିକେସନ ତ୍ରିନାଥ ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । କଟକ ଭିଜିଲାନ୍ସ ଟିମ ସରକାରୀ ବାସଭବନ ସମେତ ଏକକାଳୀନ ୧୫ଟି ସ୍ଥାନରେ ଚଢାଉ କରାଯାଉଛି । ଚଢାଉ ବେଳେ ପୋଲିସ ବାବୁଙ୍କ ଘରୁ…

ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁଚର୍ଚ୍ଚିତ ତଥା ଚାକିରୀରୁ ବହିଷ୍କୃତ କନଷ୍ଟେବଲ ପ୍ରସନ୍ନ ବେହେରାଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଛି । ୫ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରୁଛି । ଆୟବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରୁଥିବା ଜଣାପଡିଛି । ସୂଚନା ଅନୁଯାୟୀ,…

ତହସିଲଦାରଙ୍କ ବାସଭବନ ସମେତ ଅଫିସ୍‌ରେ ରେଡ୍

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ତିହିଡ଼ି ତହସିଲରେ ଭିଜିଲାନ୍ସ ଟିମ୍‌ । କଟକ ଭିଜିଲାନ୍ସ ପକ୍ଷରୁ ଟିମ୍‌ ଚଢାଉ କରିଥିବା ସୂଚନା । ତହସିଲଦାର ରମେଶ ପଣ୍ଡାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢାଉ ହୋଇଥିବା ସୂଚନା । ବସୁନ୍ଧରା ଯୋଜନାରେ ଅନିୟମିତତାକୁ ନେଇ ଚଢାଉ ହୋଇଥିବା ସୂଚନା । ବସୁନ୍ଧରା ସ୍କିମରେ…

ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ଚଢଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢ଼ଉ କରିଛି । ଏହାସହ ତାଙ୍କର ଭବାନୀପାଟଣାର ନକଟିଗୁଡ଼ାସ୍ଥିତ ବାସଭବନ ସହିତ ମଦନପୁର ରାମପୁରରେ ଥିବା ହୋଟେଲରେ ଚଢ଼ଉ ଚାଲିଥିବା…

ନୟାଗଡ଼ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୫ଟି ର ପ୍ରଭାବ ଏବେ ସବୁ କାର୍ଯ୍ୟାଳୟରେ ଦେଖବାକୁ ମିଳୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ଭିଜିଲାନ୍ସ କାର୍ଯ୍ୟାଳୟ ମଧ୍ୟ ଅଧିକ ତତ୍ପର ହୋଇଉଠିଛି । ଆଜି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମ୍‌ଆଇ ଡିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ନିଜ…

ଭିଜିଲାନ୍ସ ଜାଲରେ ଫୁଲବାଣୀ ପୌରପାଳିକାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନୁଗୋଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ରାଜ୍ୟର ଦୁଇଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି । ଫୁଲବାଣୀରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓ ଅନୁଗୋଳ ଜିଲ୍ଲା ଟାପଢ଼ୋଲ ଫାଣ୍ଡି ଏଏସ୍‌ଆଇଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି । ସୂଚନା ଅନୁଯାୟୀ, ଫୁଲବାଣୀ ପୌରପାଳିକାର ମୁଖ୍ୟ…

ଭିଜିଲାନ୍ସ ଜାଲରେ ଥାନା ଏଏସ୍‌ଆଇ ଓ ନିର୍ବାହୀ ଯନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ); ମାମଲା ରଫାଦଫା ପାଇଁ ଅଭିଯୁକ୍ତଙ୍କୁ ଲାଞ୍ଚ ମାଗି ଫସିଛନ୍ତି ଆଳି ଥାନା ଆଇଆଇସି ରଣେନ୍ଦ୍ର କୁମାର ସାମଲ । ମଙ୍ଗଳବାର ମଧ୍ୟାହ୍ନରେ ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ଜବତ କରିବା ସହ ରଣେନ୍ଦ୍ରଙ୍କୁ ଗିରଫ କରିଛି । ଏଥିସହ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ୨ ସରକାରୀ କର୍ମଚାରୀ

ଓଡିଶା ଫାଷ୍ଟ(ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ସକାଳୁ ଆନନ୍ଦପୁର ବ୍ୟାରେଜ ଡିଭିଜନର ସହକାରୀ ଯନ୍ତ୍ରୀ ନନ୍ଦକିଶୋର ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି । ତାଙ୍କ କେନ୍ଦୁଝରସ୍ଥିତ ବାସଭବନ, ଆନନ୍ଦପୁର ସାଳପଡ଼ାସ୍ଥିତ ସରକାରୀ ବାସଭବନ ଓ କାର୍ଯ୍ୟାଳୟ ଏବଂ…

ଭିଜିଲାନ୍ସ ଜାଲରେ ବିଏମ୍‌ସି ସ୍ବାସ୍ଥ୍ୟ ସୁପରଭାଇଜର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହଜାରେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ହେଲ୍‌ଥ ସୁପରଭାଇଜର ମନୋରଞ୍ଜନ ଦାସ । ମନୋରଞ୍ଜନ ବୁଧବାର ଏହି ଲାଞ୍ଚ ଗୋଠପାଟଣା ଅଞ୍ଚଳର କୁଳମଣି ମେହେର ନାମକ ଜଣେ ବ୍ୟକ୍ତିଙ୍କଠାରୁ ଗ୍ରହଣ କରୁଥିଲେ ।…

ଭିଜିଲାନ୍ସ ଜାଲରେ କୋଟିପତି କିରାଣୀ

ଓଡିଶା ଫାଷ୍ଟ (ବ୍ୟୁରୋ): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଯାଜପୁର ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର କନିଷ୍ଠ କିରାଣି ଚିନ୍ମୟ କୁମାର ବେହୁରା । ତାଙ୍କ ସମ୍ପତ୍ତିର ମୂଲ୍ୟ ୧କୋଟି ୨ଲକ୍ଷ ୮୦ହଜାର ୧୪୫ ଟଙ୍କା । ଚିନ୍ମୟ ଏବେ ଡେପୁଟେଶନରେ ଟିସ୍କୋ କାଳିଆପାଣିଠାରେ…