Browsing Tag

Vigilance raid

ବେଆଇନ କରତ କଳ ଉପରେ ଭିଜିଲାନ୍ସ ଚଢାଉ

ପିପିଲି (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଖୋର୍ଦ୍ଧା ଜ଼ିଲ୍ଲା ବାଲିପାଟଣା ଗୋରୁହାଟ ପଡିଆ ନିକଟରେ ଥିବା ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢାଉ । ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ଏବଂ ଖୋର୍ଦ୍ଧା ଡିଏଫଓଙ୍କ ନିର୍ଦ୍ଦେଶରେ ଫେପୁଟି ରେଞ୍ଜର ମାନସ ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ବନ ବିଭାଗ ଟିମରେ…

ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଛତ୍ରପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଯାଞ୍ଚ। ଯୋଗାଣ ଅଧିକାରୀଙ୍କ ଘରେ ରେଡ୍। ଗଜପତି ପୂର୍ବତନ ସିଏସଓ ତଥା ରାଜ୍ୟ ମୁଖ୍ୟାଳୟ ସାଧାରଣ ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଏକକାଳୀନ ୫ ଟି ସ୍ଥାନରେ ଚାଲିଛି ଚଢ଼ାଉ। ୪ ଡ଼ିଏସପି, ୮…

ବିଡିଓଙ୍କ ଘରେ ଭିଜିଲାନ୍ସ, ୬ଟି ଜାଗାରେ ଚାଲିଛି ରେଡ

ଜଳେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ବିଡିଓଙ୍କ ଘର ସମେତ ୫ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲାରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍ । ଜଳେଶ୍ୱର ବିଡ଼ିଓ ଅଶ୍ୱିନୀ କୁମାର ଦାସ ଆୟ ବହିର୍ଭୁତ…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ବ୍ରହ୍ମପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବରିଷ୍ଠ କିରାଣି ମନୋଜ କୁମାର ପ୍ରଧାନ ଭିଜିଲାନ୍ସ କବଜାରେ । କେଶରାପଲ୍ଲୀ ୟୁପି ସ୍କୁଲର ଅବସର ପ୍ରାପ୍ତ ଶିକ୍ଷକ ନବଘନ ଗୌଡ଼ଙ୍କ ଠାରୁ 5000 ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା…

ଭିଜିଲାନ୍ସ ଜାଲରେ ଏସଡିପିଓ

ହିନ୍ଦୋଳ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦିନକୁ ଦିନ ବଢି ଚାଲିଛି ସରକାରୀ ବାବୁଙ୍କ ଲାଞ୍ଚ ନେବା । ତେଣୁ ଭିଜିଲାନ୍ସ ବିଭିନ୍ନ ସମୟରେ ଚଢଉ କରି ଲାଞ୍ଚୁଆ ଅଫିସରଙ୍କୁ କାବୁକରିବାକୁ ଚେଷ୍ଟା କରନ୍ତି । ତେବେ ଆଜି ଭିଜିଲାନ୍ସ ଜାଲରେ ହିନ୍ଦୋଳ ଏସଡିପିଓ । କାରନ୍ଦା ଛକରେ ଏସଡିପିଓ ମଳୟ ନାୟକ…

୧ ଲକ୍ଷ ୩ ହଜାର ଲାଞ୍ଚ ନେଉଥିବା ସମୟରେ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଫରେଷ୍ଟର । ୧ ଲକ୍ଷ ୩ ହଜାର ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ପଞ୍ଜାରେ ପଡିଲେ ବଲାଙ୍ଗୀର ଜିଲ୍ଲା ବଂଗମୁଣ୍ଡା ରେଞ୍ଜ ସିନ୍ଧିକେଲା ଫରେଷ୍ଟର ହରିହର ସ୍ବାଇଁ । ବନ ବିଭାଗ ଅଧୀନରେ ଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ…

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଆୟ ବିହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିଛି । ରଘୁନାଥପୁର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଚଢ଼ାଉ କରିଛି ଭିଜିଲାନ୍ସ। ଖୋର୍ଦ୍ଧା ଓ କଟକ ଜିଲ୍ଲାର ୯ ସ୍ଥାନରେ ଚଢ଼ାଉ ଜାରି ରହିଛି। ଚଢ଼ାଉରେ ୫…

ଭିଜିଲାନ୍ସ ଜାଲରେ RMC କର୍ମଚାରୀ

ଯାଜପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭିଜିଲାନ୍ସ ଜାଲରେ ଯାଜପୁର RMC କର୍ମଚାରୀ ଗୟାଧର ସାହୁ। ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚାଲିଛି ରେଡ୍। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟାଉନ ଥାନା ଅଞ୍ଚଳ ସନ୍ଥେଶ୍ୱରପୁରସ୍ଥିତ ବାସଭବନ ଏବଂ ଭଡାରେ ଦିଆଯାଇଥିବା ଘରେ ଚଢାଉ ଚାଲିଛି। ଗୟାଧର…

ଭିଜିଲାନ୍ସ ଜାଲରେ ନୟାଗଡ଼ର ଆସିଷ୍ଟାଣ୍ଟ ନିର୍ବାହୀ ଇଞ୍ଜିନିୟର

ଭୁବନେଶ୍ୱର : ପୁନର୍ବାର ଭିଜିଲାନ୍ସର ଜାଲରେ ଆଉ ଜଣେ କାର୍ଯ୍ୟନିର୍ବାହୀ ଇଞ୍ଜିନିୟର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଗ୍ରାମ୍ୟ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ। ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ।…

କୁବେର ଅଧିକ୍ଷଣ ଯନ୍ତ୍ରୀ ଆଶିଷଙ୍କ ଘରୁ ସରୁନି ସମ୍ପତ୍ତି ହିସାବ୍

ଭୁବନେଶ୍ୱର : ଯେତେ ଖୋଳିଲେ ସେତେ ବାହାରୁଛି । ମାଲକାନଗିରି ଅଧିକ୍ଷଣ ଯନ୍ତ୍ରୀଙ୍କ ଠାରୁ ମିଳିଛି ୨କେଜି ୧୦୦ ଗ୍ରାମ ସୁନା । ଭୁବନେଶ୍ୱର ନିଳାଦ୍ରୀ ବିହାରସ୍ଥିତ ବ୍ୟାଙ୍କ ଅଫ୍ ବରୋଦା ବ୍ରାଞ୍ଚ ଲକରରୁ ୮୯୯ ଗ୍ରାମ ସୁନା ଜବତ ହୋଇଛି। ଆଜି ଗୁଣୁପୁର ଓ ରାୟଗଡ଼ାରେ ଥିବା AXIS ବ୍ୟାଙ୍କର ଲକର…