ରେଳ ବ୍ରିଜ ତଳେ ପାଣି ଜମା ହେବାର ଭିଡିଓ କଲାବେଳେ ବୁଡ଼ିଗଲେ ଯୁବକ, ମୃତ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିଳମ୍ବିରେ ଆସିଥିବା ମୌସୁମୀ ଦିଲ୍ଲୀ ଏନସିଆରର ଅନେକ କ୍ଷେତ୍ରରେ ସମସ୍ୟା ବଢ଼ାଇ ଦେଇଛି। ଦିଲ୍ଲୀରେ ଜଳ ପ୍ରବାହ ଯୋଗୁଁ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ପୁଲ ପ୍ରହ୍ଲାଦପୁର ଅଞ୍ଚଳର ରେଳ ବ୍ରିଜ ତଳେ ପାଣି ଜମା ହେବାର ଭିଡିଓ କରୁଥିବା ବେଳେ ଜଣେ ୨୫ ବର୍ଷୀୟ…