ଆଜିକାଲି ପିଲାମାନଙ୍କର କ୍ରୋଧ ଓ ବିଶାରଦର କାରଣ ପାଲଟିଛି ଭିଡିଓ ଗେମ, ଭିଡିଓ ଗେମ ଖେଳିବା ଦ୍ୱାରା ପିଲାମାନଙ୍କ ଠାରେ…
ଆଗ କାଳରେ ବିଶେଷ ଭାବରେ ପିଲାମାନେ ଖେଳକୁଦ କରିବା ପାଇଁ ବାହାରକୁ ଯାଉଥିଲେ ଓ ବାହାରେ ସାଙ୍ଗ ମାନଙ୍କ ସହିତ ଅଧିକ ସମୟ ଅତିବାହିତ କରୁଥିଲେ l କିନ୍ତୁ ଆଜିକାଲି ପିଲାମାନେ ସର୍ବାଧିକ ସମୟ ଘରର ଚାରିକାନ୍ଥ ମଧ୍ୟରେ ଅତିବାହିତ କରୁଛନ୍ତି l ପିତାମାତା ୱର୍କିଙ୍ଗ ହୁଅନ୍ତୁ କିମ୍ବା ନହୁଅନ୍ତୁ,…