Browsing Tag

Video

ସ୍କର୍ପିଓ ପୋଡ଼ି ଘଟଣା: ସନ୍ଦେହରେ ୪ ଜଣ ଅଟକ

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଡେଲ୍ଟା ଛକରେ ସ୍କର୍ପିଓ ପୋଡ଼ି ଘଟଣାରେ ୪ ଜଣଙ୍କୁ ସନ୍ଦେହରେ ଅଟକ ରଖିଛି ପୋଲିସ। ଗଣ୍ଡଗୋଳ ସମୟର ଭିଡିଓ ସାମ୍ନାକୁ ଆସିଲା ପରେ ଖଣ୍ଡଗିରି ଥାନା ପୋଲିସ ୪ ଜଣଙ୍କୁ ଅଟକ ରଖିଛି। ଅଟକ ୪ ଜଣଙ୍କ ସହ ଗାଡ଼ି ମାଲିକଙ୍କ ମଧ୍ୟରେ ପୂର୍ବରୁ ବଚସା ହୋଇଥିଲା।…