ଅରୁଆ ଭାତ ଅଧିକା ଖାଉଥିଲେ ହୋଇଯାନ୍ତୁ ସାବଧାନ,ହେବ ଏହିସବୁ ରୋଗ
ଯଦି ଆପଣ ଅଧିକ ଅରୁଆ ଭାତ ଖାଉଛନ୍ତି ତାହେଲେ ଯଥାଶୀଘ୍ର କମ୍ କରନ୍ତୁ କାରଣ ଆପଣଙ୍କ ଏହି ଅଭ୍ୟାସ ଅନେକ ରୋଗକୁ ଦିଏ ଆମନ୍ତ୍ରଣ। ହୃଦଘାତ ବିପଦ, ମଧୁମେହ ରୋଗୀଙ୍କ ପାଇଁ ଆଣିଥାଏ ଅନେକ ପାର୍ଶ୍ବ ପ୍ରତିକ୍ରିୟା। ଜାଣନ୍ତୁ କେଉଁ ରୋଗ ହେବାର ଆଶଙ୍କା ରହିଛି।
ହୃଦଘାତର ବିପଦ
ଭାତରେ ଆପଣଙ୍କ…