ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ୍ରେ ବସିବ ବୈଠକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଏ ହେବେ ମୁଖ୍ୟ ସୂଚନା କମିସନର । ଚର୍ଚ୍ଚାରେ ଆଇପିଏସ୍ ଅଫିସରଙ୍କ ନାଁ । ଖାଲି ପଡିଛି ରାଜ୍ୟ ମୁଖ୍ୟ ସୂଚନା କମିସନର ପଦବି । ଏହି ପଦବିର ନିଯୁକ୍ତି ପାଇଁ ଆଜି ବସିବ ଚୟନ କମିଟି ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ରେ ହେବାକୁ…