Browsing Tag

vaccine

କୋର୍ବିଭାକ୍ସ ଡୋଜ୍ ମୂଲ୍ୟ ୨୫୦ ଟଙ୍କାକୁ ହ୍ରାସ

ନୂଆଦିଲ୍ଲୀ : ଦେଶରେ ୫ରୁ ୧୨ ବର୍ଷ ବୟସର ପିଲାଙ୍କୁ ବାଏଲୋଜିକାଲ-ଇ କମ୍ପାନୀ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା ‘କୋର୍ବିଭାକ୍ସ’ ଦିଆଯିବ ବୋଲି ଡିସିଜିଆଇ (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ) ଅନୁମତି ଦେଇସାରିଛନ୍ତି । କମ୍ପାନୀ ପକ୍ଷରୁ ପ୍ରଥମେ ଏହି ଟିକାର ପ୍ରତ୍ୟେକ ଡୋଜ୍ ୮୪୦…

ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତକାଣ୍ଡ, ଲୋକଙ୍କୁ କଲେ ଆକ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମେଡିକାଲରେ ନିଶାସକ୍ତ ଫାର୍ମାସିଷ୍ଟଙ୍କ ଉନ୍ମତ୍ତ କାଣ୍ତ । କୋଭିଡ ଟିକା ନେବାକୁ ଆସିଥିବା ଲୋକଙ୍କୁ ଗୋଡାଇ ଗୋଡାଇ କଲେ ଆକ୍ରମଣ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଇଡଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ । ସୂଚନାଯୋଗ୍ୟ,…

ଜୁନ ୨୦୨୨ ସୁଦ୍ଧା ଭୁବନେଶ୍ୱରରେ ଟିକା ଉତ୍ପାଦନ

ଏବେ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତ ବାୟୋଟେକ୍ ଅଧ୍ୟକ୍ଷ କ୍ରିଷ୍ଣା ଇଲା। ଜୁନ ୨୦୨୨ ସୁଦ୍ଧା ଭୁବନେଶ୍ୱରରୁ କୋଭିଡ ଟିକା ଉତ୍ପାଦନ ହୋଇପାରେ ବୋଲି ସୂଚନା ମିଳିଛି। ଏନେଇ ରାଜ୍ୟ ବିଜ୍ଞାନ ଓ ବୈଷୟିକ ସଚିବଙ୍କ ସହ କ୍ରିଷ୍ଣା ଇଲା ଆଲୋଚନା କରିଛନ୍ତି। ଲୋକସେବା ଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା…

ସମସ୍ତ ଭାରିଏଣ୍ଟକୁ ମାତ ଦେବ କୋଭାକ୍ସିନ ଓ କୋଭିସିଲ୍ଡ ଟିକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ଦିଆଯାଉଥିବା କୋଭାକ୍ସିନ ଓ କୋଭିସିଲ୍ଡ ଟିକା କରୋନା ଭୁତାଣୁର ୪ଟି ଭାରିଏଣ୍ଟ- ଆଲଫା, ବିଟା, ଗାମା ଓ ଡେଲଟାକୁ ମାତ୍ ଦେଇପାରିବ। ମାତ୍ର ଡେଲଟା ପ୍ଲସ କ୍ଷେତ୍ରରେ ଟିକାର ପ୍ରଭାବ ଏବେ ଜଣାପଡ଼ିନାହିଁ। ତେବେ ଏନେଇ ଆଇସିଏମଆର ପକ୍ଷରୁ ପରୀକ୍ଷା ଜାରି ରହିଛି…

ଘରୋଇ ହସ୍ପିଟାଲ ପାଇଁ କରୋନା ଟିକାର ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ସରକାର ଘରୋଇ ହସ୍ପିଟାଲ ପାଇଁ ତିନୋଟି ଟିକାର ଦର ଧାର୍ଯ୍ୟ କରିଛନ୍ତି। କୋଭାକ୍ସିନ, କୋଭିସିଲ୍ଡ ଓ ସ୍ପୁଟନିକ୍‌ ଭି ପାଇଁ ଦର ଧାର୍ଯ୍ୟ କରାଯାଇଛି । ଡୋଜ ପିଛା ୧୪୧୦ ଟଙ୍କାରେ ମିଳିବ କୋଭାକ୍ସିନ । ୭୮୦ ଟଙ୍କାରେ ମିଳିବ କୋଭିସିଲ୍ଡ । ୧୧୪୫ ଟଙ୍କାରେ ମିଳିବ…

ଜୀବନ ନେଲା ପ୍ରତିଷେଧକ ଟୀକା

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରୋଗ ପ୍ରତିଷେଧକ ଟିକା ନେବା ପରେ ଏକ ଶିଶୁର ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ ପୁସ୍କଳା ଗାଁରେ।ଟିକା ଦେବାର କିଛି ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା…