Browsing Tag

uttarpradesh

ବସ, ଟ୍ରକ ମୁହାଁମୁହିଁ ଧକ୍କା ୭ ମୃତ, ୩୪ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ମୈନପୁରୀ ନିକଟରେ ବସ, ଟ୍ରକ ମୁହାଁମୁହିଁ ଧକ୍କା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪ ଗୁରୁତର ଅଛନ୍ତି । ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ମୈନପୁରୀ ନିକଟରେ ଏକ ବସ ଓ ଟ୍ରକ ମୁହାଁମୁହିଁ ଧକ୍କା…

ୟୁପିରେ ପ୍ରଚାର ଆରମ୍ଭ କଲେ ପ୍ରିୟଙ୍କା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜିଠାରୁ ଉତ୍ତରପ୍ରଦେଶରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି କଂଗ୍ରେସ ନେତ୍ରୀ ତଥା ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ପ୍ରୟାଗରାଜରୁ ବାରଣାସୀ ପର୍ଯ୍ୟନ୍ତ ନୌକାବିହାର କରି ପ୍ରିୟଙ୍କା ପ୍ରଚାର କରିବେ । ଏଥିପାଇଁ ସେ ୪…

ଲକ୍ଷ୍ନୌରେ ପ୍ରିୟଙ୍କାଙ୍କ ପ୍ରଥମ ରୋଡ଼ ଶୋ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଆରମ୍ଭ କରିଛନ୍ତି ରୋଡ଼ ଶୋ । ଗତ ୩୦ ବର୍ଷ ଧରି ଉତ୍ତରପ୍ରଦେଶରେ କଂଗ୍ରେସର ସ୍ଥିତି ନଗନ୍ୟ ଥିବା ବେଳେ ଏଥର ପ୍ରିୟଙ୍କାଙ୍କ ମାଧ୍ୟମରେ ଭୋଟରଙ୍କୁ ହାତେଇବାର ଲକ୍ଷ୍ୟ ରଖିଛି କଂଗ୍ରେସ । କଂଗ୍ରେସର…

ମୋଦିଙ୍କୁ ସମାଲୋଚନା କରିବାରୁ ଦିବ୍ୟାଙ୍ଗଙ୍କୁ ପିଟିଲେ ଭାଜପା ନେତା, ଭିଡ଼ିଓ ଭାଇରାଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୋଦିଙ୍କୁ ଭୋଟ ଦେବାକୁ ମନା କରିବାରୁ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଟିରେ ବାଡି ପୂରାଇ ଦେଲେ ଭଜପା ନେତା । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଏହି ଘଟଣା ସମଗ୍ର ଦୃଶ୍ୟକୁ ଭିଡିଓ ରେକର୍ଡ କରି ପିୟୁସ ରାୟ ନାମକ ଜଣେ ଟୁଇଟର ୟୁଜର ତାଙ୍କ ପେଜ୍‌ରେ…

ଅଯୋଧ୍ୟାରେ ହେବ ବିଶ୍ୱର ସବୁଠାରୁ ଉଚ୍ଚ ପ୍ରତିମୂର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଅଯୋଧ୍ୟାରେ ଭଗବାନ ରାମଙ୍କ ୨୨୧ମିଟର ଉଚ୍ଚ ପ୍ରତିମୂର୍ତ୍ତି ନିର୍ମାଣ ହେବ । ଉତ୍ତର ପ୍ରଦେଶ ସରକାର ଏ ନେଇ ସ୍ଥିର କରିଥିବା ବେଳେ ରବିବାର ୪ଟି ବାସ୍ତୁ ଫାର୍ମ ମୁଖ୍ୟମନ୍ତ୍ରୀ ଯୋଗୀ ଆତିଦ୍ୟନାଥଙ୍କୁ ଭେଟି ରାମଙ୍କ ପ୍ରତିମୂର୍ତ୍ତିର ଏକ ମଡେଲ ଉପସ୍ଥାପନ କରିଛନ୍ତି ।…

ଭଦ୍ରକ ଚରମ୍ପା ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ, ୨ଜଣ ମୃତ ଓ ୬ ଗୁରୁତର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭଦ୍ରକ ଚରମ୍ପା ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଅଛି । ସୂଚନା ଅନୁଯାୟୀ, ଉତ୍ତର…

ସ୍ତ୍ରୀ ଆତ୍ମହତ୍ୟା ର ଭିଡିଓ ସୁଟ କଲା ସ୍ୱାମୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସ୍ତ୍ରୀ ଆତ୍ମହତ୍ୟା କରୁଥିବା ବେଳେ ସ୍ୱାମୀ ଭିଡିଓ ସୁଟ କରିବା ପରେ ତାକୁ କଲା ଭାଇରଲ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ । ଯୌତୁକ ପାଇଁ ଶଶୁର ଘର ଲୋକଙ୍କ ବାରମ୍ବାର ଦିଆଯାଉଥିବା ନିର୍ଯ୍ୟାତନା କୁ ସହିନପାରି ଶେଷରେ ମହିଳା କଲେ…

ତାଜମହଲ କୁ ଘେରିଲା ପାଣି , ଉତ୍ତର ପ୍ରଦେଶ ରେ ୨୭ ଜଣ ମୃତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ବର୍ଷା ର ପ୍ରଭାଵ ରେ ତାଜମହଲ ର ଚତୁର୍ପାଶ୍ୱ ପାଣି ରେ ପରିପୂର୍ଣ୍ଣ ହୋଇଯାଇଛି । ଯାହାକି ଏକ ନଦୀର ଭ୍ରମ ସୃଷ୍ଟି କରୁଛି । ଆଗ୍ରାରେ ସର୍ବାଧିକ ୫ ଜଣଙ୍କ…

ଡାଲି ରେ ବିଷ ମିଶାଇ ଭାଇ ମୃତ୍ୟୁ ର ପ୍ରତିଶୋଧ ନେଲା ଭଉଣୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ଛାତ୍ରୀ ତା’ ଭାଇ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସ୍କୁଲ୍‌ରେ ମଧ୍ୟାହ୍ନ ଭୋଜନରେ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ଦେଓରିଆରେ ଘଟିଛି। କିଛି ଦିନ ପୂର୍ବେ ଅଭିଯୁକ୍ତ ଛାତ୍ରୀର ଭାଇଙ୍କର ବିଦ୍ୟାଳୟରେ ମୃତ୍ୟୁ…