Browsing Tag

Uttar Pradesh

ଉତ୍ତର ପ୍ରଦେଶ: ଯାତ୍ରୀବସ୍-କାର ଦୁର୍ଘଟଣାରେ ୫ ମୃତ

କାନପୁର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଉତ୍ତର ପଦେଶର କାନପୁର (ଗ୍ରାମାଞ୍ଚଳ)ରେ ଏକ ରୋଡୱେଜ୍ ବସ୍ ଏବଂ କାର ମଧ୍ୟରେ ଧକ୍କା ହୋଇଛି । ଏଥିରେ ଘଟଣା ସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛି । କାନପୁର (ଗ୍ରାମାଞ୍ଚଳ)ରେ ରୋଡୱେଜ୍ ବସ୍ ଓ କାର ଧକ୍କା ହେବାରୁ ଜଣେ…

ଅଷ୍ଟମ ଶ୍ରେଣୀ ଇଂରାଜୀ ବହିରୁ ପାରାଏ ପଢ଼ି ନ ପାରି ୨ ଶିକ୍ଷୟିତ୍ରୀ ନିଲମ୍ବିତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତର ପ୍ରଦେଶର ଉନ୍ନାଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଦେବେନ୍ଦ୍ର ପାଣ୍ଡେଙ୍କ ସାମ୍ନାରେ ଶନିବାର ସକାଳେ ଗୋଟାଏ ଅଷ୍ଟମ ଶ୍ରେଣୀ ଇଂରାଜୀ ପାଠ୍ୟ ପୁସ୍ତକରୁ ପାରାଏ ପଢ଼ି ନ ପାରିବା କାରଣରୁ ଉନ୍ନାଓସ୍ଥିତ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ବରିଷ୍ଠ ଏବଂ ଜଣେ ସହକାରୀ…

ଫାଟିଲା ଗ୍ୟାସ ସିଲିଣ୍ଡର, ଭୁଶୁଡ଼ିଲା ଦୁଇ ମହଲା କୋଠା, ୧୨ ମୃତ ୩୦ ଆହତ

ଓଡିଶା ଫାଷ୍ଟ(ବ୍ୟୁରୋ): ଫାଟିଗଲା ଗ୍ୟାସ ସିଲିଣ୍ଡର । ଭୁଶୁଡ଼ିଗଲା ଦୁଇମହଲା କୋଠା । ୧୦ ଜଣ ମୃତ ଓ ୩୦ଜଣ ଆହତ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ମିଳିଛି । ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ୟୁପି ର ମାଉ ଜିଲ୍ଲାରେ ଘଟିଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳ ୭ଟା ୩୦ରେ…