Browsing Tag

Utkal University

ବାଣୀବିହାର ହଷ୍ଟେଲରେ ଗଣ୍ଡଗୋଳ: ଗାଡ଼ି ଜାଳିଦେଲେ ଦୁର୍ବୃତ୍ତ

ଭୁବନେଶ୍ୱର : ବାଣୀବିହାର ଛାତ୍ର ନିବାସରେ ଗତକାଲି ବିଳମ୍ବିତ ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଲାଗି ରହିଛି। ଯାହାଫଳରେ ବିଳମ୍ବିତ ରାତିରେ ହଷ୍ଟେଲରେ ପଶି ଗାଡ଼ି ପୋଡି ଦେଇଛନ୍ତି ଦୁବୁର୍ତ୍ତ। ଏଥିରେ ୩ଟି ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାକୁ ନେଇ…

ଉତ୍କଳ ବିଶ୍ୱବିଦ୍ୟାଳୟରେ ସ୍ନାତକୋତର ଆଇନ୍ ବିଭାଗରେ ଜାତୀୟସ୍ତରରେ କର୍ମଶାଳା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତର ଆଇନ୍ ବିଭାଗ ତରଫରୁ ଜୁମ୍ ଆପ୍ ମାଧ୍ୟମରେ ଅନ୍‌ଲାଇନ୍‌ରେ ଏକ ଜାତୀୟ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳା ମୁଖ୍ୟବକ୍ତା ଭାବରେ ଜାଭିୟର୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଂଟ, ଜାମ୍‌ସେଦପୁରର, ଆଇନ୍ ବିଭାଗର…

ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତ୍ତେଜନା

ହଷ୍ଟେଲ ସାନିଟାଇନ ନହେବା ଓ କ୍ୟାମ୍ପସ ସମସ୍ୟାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟରେ ଛାତ୍ର ଉତ୍ତେଜନା । ଭିସିଙ୍କ ପଶିବାକୁ ଧସେଇ ପଶିବାକୁ ଛାତ୍ରଛାତ୍ରୀଙ୍କ ଉଦ୍ୟମ । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ ଭିସି । ୧୫ ଦିନ ମଧ୍ୟରେ ସମସ୍ୟାର ସମାଧାନ ସହ ହଷ୍ଟେଲ୍‌ ସାନିଟାଇଜ୍‌…

ଅର୍ଥ ହେରଫେର ମାମଲା, ବିଶ୍ବବିଦ୍ୟାଳୟର ପୂର୍ବତନ CFO ହିମାଂଶୁ କବି ଅଟକ

ଖୋର୍ଦ୍ଧା ଜଟଣୀସ୍ଥିତ ସେଞ୍ଚୁରିଆନ୍ ବିଶ୍ବ ବିଦ୍ୟାଳୟର ପୂର୍ବତନ CFO ଅଟକ । ହିମାଂଶୁ ଶେଖର କବିଙ୍କୁ କୋଲକାତାରୁ କାବୁ କଲା ପୋଲିସ୍ । ସେଞ୍ଚୁରିଆନରୁ ୧କୋଟି ୩ ଲକ୍ଷ ଟଙ୍କା ହଡପ କରିଥିବା ଅଭିଯୋଗରେ ଅଟକ ରଖିଛି ପୋଲିସ । ଗତ ବର୍ଷ ଡିସେମ୍ବର ମାସରୁ ହିମାଂଶୁ ଫେରାର ଥିଲେ।

ଉତ୍କଳ ବିଶ୍ବବିଦ୍ୟାଳୟ ସଂସ୍କୃତ ବିଭାଗରେ ଅଗ୍ନିକାଣ୍ଡ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍କଳ ବିଶ୍ବବିଦ୍ୟାଳୟର ଅଗ୍ନିକାଣ୍ଡ । ବିଶ୍ବବିଦ୍ୟାଳୟର ସଂସ୍କୃତ ବିଭାଗରେ ଲାଗିଲା ନିଆଁ । ନିଆଁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି । ଅଗ୍ନିକାଣ୍ଡ ଫଳରେ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଓ ଆସବାବପତ୍ର ଜଳିଯାଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ,…

ମନ୍ତ୍ରୀ ନୁହେଁ ବାଣୀବିହାର ଛାତ୍ର ଭାବେ ପରିଚୟ ଦେଲେ ମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ଉଚ୍ଚଶିକ୍ଷାର ଜନ୍ମସ୍ଥାନ ଭାବେ ପରିଚିତ ବାଣୀବିହାର ତାହାର ପ୍ଲାଟିନମ ଜୁବୁଲି ପାଳନ କରୁଛି । ଏହି ମହାକୁମ୍ଭରେ ଶିକ୍ଷାନୁଷ୍ଠାନର ବହୁ ପୁରାତନ ଓ ବର୍ତ୍ତମାନର ଛାତ୍ର ଛାତ୍ରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରୁ ମନ୍ତ୍ରୀ ଅରୁଣ…

ପରିଣତ ବୟସରେ ପି.ଏଚ.ଡ଼ି କରୁଛନ୍ତି ପୂର୍ବତନ ବିଧାୟକ ତଥା ସାଂସଦ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦୁଇ ଥର ବିଧାୟକ ଓ ଥରେ ସାଂସଦ ହୋଇଥିବା ବ୍ୟକ୍ତିଙ୍କର ପରିଣତ ବୟସରେ ବିଶ୍ୱବିଦ୍ୟାଳୟରେ ପାଠ ପଢିବାର ନିଶା ଆଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁଯାୟୀ ପାଲଲହଡାର ୨ଥର ବିଧାୟକ ଏବଂ ଦେବଗଡ଼ର ସାଂସଦ ନାରାୟଣ ସାହୁ ଏବେ ଉତ୍କଳ ବିଶ୍ଵବିଦ୍ୟାଳୟର…