ସିଲ୍ ହେଲା ଉତ୍କଳ ଇନ୍ ବାର୍ ଓ ରେଷ୍ଟୁରାଣ୍ଟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କିଛି ଦିନ ହେବ ଆକ୍ସନ ମୋଡ୍ କୁ ଆସିଛି କମିଶନରେଟ୍ ପୋଲିସ । ଲଗାତର ମଦ ଦୋକାନ ଆଦିରେ ଚଢାଉ କରି କୋଭିଡ୍ ଗାଇଡ ଲାଇନ୍ ଉଲଂଘନ ଅଭିଯୋଗରେ ସିଲ୍ କରୁଛି ଦୋକାନ । ଏହି ପରିପ୍ରେକ୍ଷୀରେ ଗ୍ୟାରେଜ ଛକ ନିକଟସ୍ଥ ଉତ୍କଳ ଇନ୍ ବାର୍ ଓ ରେଷ୍ଟୁରାଣ୍ଟକୁ ଗୁରୁବାର ଦିନ…