ଅପ୍ରାକୃତିକ ମିଠା ବ୍ୟବହାର କ୍ୟାନସର କାରଣ ହୋଇପାରେ
କୁତ୍ରିମ ମିଠା ଧାରଣ କରିଥିବା ଖାଦ୍ୟ ଖାଇବା ଦ୍ୱାରା ଆପଣ ଏକ ବଡ ସମସ୍ୟାରେ ପଡିପାରନ୍ତି । ଯଦି ଏଭଳି ଜିନିଷ ଖାଉଛିନ୍ତି ତେବେ ସାବଧାନ ରୁହନ୍ତୁ । କାରଣ ଆପଣଙ୍କୁ କର୍କଟ ହୋଇପାରେ । ଖାଦ୍ୟ ଓ ପାନୀୟରେ କୁତ୍ରିମ ମିଠା ରହିଥିବା ବେଳେ ଚିନି ପରିମାଣ ଅନୁରୂପ କ୍ୟାଲୋରିକୁ ହ୍ରାସ କରିଥାଏ ।…