ସ୍ୱାମୀଙ୍କୁ ହତ୍ୟା କଲେ, ଦିନକ ପରେ ସାଙ୍ଗମାନଙ୍କୁ ଘରକୁ ଡାକି ଗ୍ରାଣ୍ଡ୍ ପାର୍ଟି ଦେଲେ
ସ୍ୱାମୀଙ୍କୁ ହତ୍ୟା କଲେ, ଠିକ୍ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଘରକୁ ଡାକି ଗ୍ରାଣ୍ଡ୍ ପାର୍ଟି ଦେଲେ। ଆମେରିକାରେ ଜଣେ ମହିଳା ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼ କଥା, ଯେଉଁ ଦିନ ସେ ସ୍ୱାମୀଙ୍କୁ ହତ୍ୟା କଲେ ଠିକ୍ ଏହାର ଦିନକ ପରେ ସାଙ୍ଗମାନଙ୍କୁ ଡାକି ଉତାହ…