ଗୋଟିଏ ଥିଲେ ଚଳିବ, ଦୁଇରୁ ଅଧିକ ସନ୍ତାନ ହେଲେ ମିଳିବନି ସରକାରୀ ଚାକିରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୟୁପିରେ ଜନସଂଖ୍ୟା ନିୟନ୍ତ୍ରଣ କରିବାକୁ ପ୍ରସ୍ତୁତ ହୋଇଛି ବିଧେୟକ ଡ୍ରାଫ୍ଟ । ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ମିଳିବନି ସରକାରୀ ଚାକିରୀ । ଯୋଗୀ ସରକାର ଉତ୍ତରପ୍ରଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ସମ୍ବନ୍ଧରେ ଏକ ସୂତ୍ର ପ୍ରସ୍ତୁତ କରିଛନ୍ତି । ଯେଉଁମାନଙ୍କ…