Browsing Tag

UP

ଭୟାବହ ବିସ୍ଫୋରଣ, ଜୀବନ୍ତ ଜଳିଗଲେ ୭ ଜଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ହିମାଚଳ ପ୍ରଦେଶ ଉନାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୭ ଜୀବନ୍ତ ଜଳି ଯାଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ସୂଚନା ଅନୁସାରେ, ଉନାର ହରୋଲି ଟାହଲିବାଲ ବାଥର ଶିଳ୍ପାଞ୍ଚଳରେ ଥିବା ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି ।…

ବିବାହ ଉତ୍ସବ ହେଲା କାଳ; କୂଅରେ ଖସିପଡି ୧୩ ମୃତ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ବିବାହ ଉତ୍ସବ ହେଲା କାଳ। ହସଖୁସିରେ ସମସ୍ତେ ମସଗୁଲ ଥିବାବେଳେ ହଠାତ ଆସିଲା ମୃତ୍ୟୁ, ଆଉ କ୍ଷଣକ ଭିତରେ ଚାଲିଗଲା ୧୩ ଜଣଙ୍କ ଜୀବନ । ଉତ୍ତରପ୍ରଦେଶ କୁଶିନଗରରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଜିଲ୍ଲାର ନୌରଙ୍ଗିଆ ସ୍କୁଲ ଟୋଲାରେ ଜଣଙ୍କ ଘରେ ଝିଅ ବିବାହର…

ବାଇକ ଅଟକାଇ ପୋଲିସ କହିଲେ ଆଗରେ ଯମରାଜ ଅପେକ୍ଷା କରିଛନ୍ତି, ପଢ଼ନ୍ତୁ ପୁରା ଘଟଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଇକ ଅଟକାଇ ପୋଲିସ କହିଲେ ଆଗରେ ଯମରାଜ ଅପେକ୍ଷା କରିଛନ୍ତି । ଏଭଳି ଏକ ଘଟଣା ଉତ୍ତରପ୍ରଦେଶରେ । ଗୋଟିଏ ବାଇକ ଜଣେ ନୁହେଁ କି ଦୁଇଜଣ ନୁହେଁ, ଏକାଥକରେ ୭ ଜଣ ଲୋକଙ୍କୁ ଦେଖି ୟୁପି ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଇକ…

ଦୀର୍ଘ ୬ ମାସ ପରେ ଆଜି ଖୋଲିଲା ସ୍କୁଲ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଦୀର୍ଘ ୬ ମାସର ଛୁଟି ପରେ ଆଜି ଉତ୍ତରପ୍ରଦେଶର ସମସ୍ତ ସ୍କୁଲ ଖୋଲିଛି। ଏହି ପରିପ୍ରେକ୍ଷୀରେ ୯ମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ସ୍କୁଲ ଖୋଲିଛି। କୋଭିଡ ମହାମାରୀ ମଧ୍ୟରେ ସ୍କୁଲ ଖୋଲୁଥିବାରୁ ୟୁପି ସରକାର ଗାଇଡଲାଇନ ଜାରି କରିଛନ୍ତି।…

ଜୟାପ୍ରଦାଙ୍କ ନାଁରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ସମାଜବାଦି ପାର୍ଟି ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରପ୍ରଦେଶ(ୟୁପି) ରାମପୁର ଲୋକ ସଭା ଆସନର ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ପଡିଛନ୍ତି ସମାଜବାଦୀ ପାର୍ଟିର ଏମ୍‌ପି ପ୍ରାର୍ଥୀ ଆଜମ ଖାନ । ମହିଳା ପ୍ରାର୍ଥୀଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଯୋଗୁ ଆଜାମ୍‌…

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ?

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାରମ୍ବାର ନିଜର ଶିକ୍ଷାଗତ ଯୋଗ୍ୟତାକୁ ନେଇ ଚର୍ଚ୍ଚାରେ ରହି ଆସିଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗ୍ରାଜୁଏଟ ନୁହନ୍ତି । ଉତ୍ତର ପ୍ରଦେଶର ଆମେଠି ଲୋକସଭା ପାଇଁ ନାମାଙ୍କନ ଭରିବା ବେଳେ ସେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ତାହା ଅନୁଯାୟୀ ଗ୍ରାଜୁଏସନ ପାଇଁ ସେ…

ପିଏମ୍‌ କିଷାନ୍‌ ନିଧି ଯୋଜନାର ଶୁଭାରମ୍ଭ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରବିବାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାର ଶୁଭାରମ୍ଭ ହୋଇଛି । ଉତ୍ତର ପ୍ରଦେଶର ଗୋରଖପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ମୋଦି ଏଠାରେ ଯୋଗଦେଇ ମୋଦି କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ…

ରାଜନୀତିରେ ପ୍ରିୟଙ୍କାଙ୍କ ଯୋଗଦାନ, ୟୁପି ନିର୍ବାଚନରେ ପ୍ରଭାବ ପକାଇବ ନାହିଁ: ଯୋଗୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜନୀତିରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରବେଶ କରିବା କଂଗ୍ରେସ ପାଇଁ ଶୁଭଙ୍କର ହେବ ବୋଲି ରାଜନୈତିକ ସମୀକ୍ଷକମାନେ କହୁଥିବା ବେଳେ ଆଗାମୀ ଦିନରେ ଏହା ଜଣାପଡିବ । ରାହୁଲଙ୍କ ଅପେକ୍ଷା ପ୍ରିୟଙ୍କାଙ୍କ ନେତୃତ୍ବ ଓ କାର୍ଯ୍ୟଶୈଳୀକୁ ଦଳୀୟ ନେତା ଓ କର୍ମୀଙ୍କ ସହ…