ଜାତିସଂଘରେ ହିନ୍ଦୀ ଭାଷା ସାମିଲ
ନ୍ୟୁୟର୍କ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶନିବାର ଜାତିସଂଘ ସାଧାରଣ ପରିଷଦରେ ହିନ୍ଦୀ ଭାଷା ପ୍ରସ୍ତାବକୁ ସ୍ବୀକୃତି ଦେଇଛି। ଏନେଇ ଜାତିସଂଘର ଭାରତୀୟ ସ୍ଥାୟୀ ରାଷ୍ଟ୍ରଦୂତ ଟିଏସ ତିରୁମୂର୍ତ୍ତି ସାଧାରଣ ସଭାରେ ଯୋଗ ଦେଇ ସୂଚନା ଦେଇଛନ୍ତି। ହିନ୍ଦୀ ସହିତ ବଙ୍ଗଳା ଉର୍ଦ୍ଦୁ ଭାଷାକୁ ମଧ୍ୟ…