Browsing Tag

Unit4

ୟୁନିଟ୍-୪ ହାଟକୁ ବନ୍ଦ କଲା ବିଏମସି

ଓଡ଼ିଶା ଫାଷ୍ଟ(ବ୍ୟୁରୋ):  କରୋନା ସଂକ୍ରମଣ ରୋକିବା ଲାଗି ଆଜି ରାଜଧାନୀର ୟୁନିଟ୍-୪ ମାର୍କେଟ ବନ୍ଦ ରଖିବାକୁ ବିଏମସି ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏହାସହିତ ୟୁନିଟ୍-୪ ହାଟକୁ ବିଏମସି ବନ୍ଦ କରୁଥିବା ଜଣାଯାଇଛି। ପରବର୍ତ୍ତୀ ନିର୍ଦେଶନାମା ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ ବୋଲି…