୪୫ ବର୍ଷର ରେକର୍ଡ ଭାଙ୍ଗିଲା ବେକାରୀ ହାର, ମୋଦିଙ୍କୁ ଅତ୍ୟାଚାରୀ ଶାସକ କହିଲେ ରାହୁଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏନ୍ଡିଏ ଶାସନ କାଳରେ ଦେଶରେ ବହୁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା କେନ୍ଦ୍ର ସରକାର ଚାରିଆଡେ ପ୍ରଚାର ଚଳାଇଥିବା ବେଳେ ଏହାର ପ୍ରକୃତ ଚିତ୍ର ପଦାକୁ ଆସିଛି । ୨୦୧୭-୧୮ ବର୍ଷରେ ଦେଶର ବେକାରୀ ହାର ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ବେକାରୀ ହାର ଦେଶରେ ୬.୧%…