ଖଟ ତଳେ ଭୁଲରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ
ନୂଆଦିଲ୍ଲୀ: ଜୀବନରେ ସମସ୍ୟା ଥାଉ ବା ନଥାଉ ଜ୍ୟୋତିଷ ଶାସ୍ତ୍ର ଉପରେ ସମସ୍ତେ ବିଶ୍ୱାସ ରଖିଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁଯାୟୀ, ପ୍ରତିଟି କ୍ଷେତ୍ରରେ ବିଶେଷ ମହତ୍ତ୍ୱ ରଖେ । ସ୍ୱାସ୍ଥ୍ୟ ଏବଂ ମନ ଉପରେ ଏହାର ବିଶେଷ ପ୍ରଭାବ ଥିବାରୁ ଏହା ସହ ଜଡିତ ବାସ୍ତୁ ନିୟମ ପାଳନ କରିବା ଆବଶ୍ୟକ ବୋଲି…