ମିଳିଲାନି ନ୍ୟାୟ, ଶେଷରେ ଲୋକସେବା ଭବନ ଆଗରେ ଫିନାଇଲ ପିଇଦେଲେ ବୃଦ୍ଧ
ଭୁବନେଶ୍ୱର ଲୋକସେବା ଭବନ ଆଗରେ ଫିନାଇଲ ପିଇଦେଲେ ବୃଦ୍ଧ। ଆଜି ଘଟିଛି ଏହି ଅଭାବନିୟ ଘଟଣା` ଫିନାଇଲ ପିଇ ବୃଦ୍ଧ ଜଣକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ପୁଲିସ ପକ୍ଷରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫିନାଇଲ ପିଇଥିବା ବ୍ୟକ୍ତିଙ୍କ ନାଁ ରବୀନ୍ଦ୍ର ଦାସ ଓ ଘର…