ମାଞ୍ଜା ସୂତାରେ କଟିଗଲା ବିଜେପି ନେତାଙ୍କ ନାକ ଓ ଓଠ
ମଧ୍ୟପ୍ରଦେଶ ଉଜ୍ଜୈନିରେ ଗୁଡି ମାଞ୍ଜା ସୂତାରେ କଟିଗଲା ବିଜେପି ନେତାଙ୍କ ନାକ ଓ ଓଠ । ବାଇକରେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ନେତାଜଣକ ହେଉଛନ୍ତି ବିଜେପି ନେତା ଦୀନଦୟାଲ୍ ମଣ୍ଡଳଙ୍କ ଅଫିସ୍ ସଚିବ ବିଷ୍ଣୁ…