ମହାନଦୀରେ ବୁଡିଯାଇ ୨ ଛାତ୍ର ମୃତ
ପାରାଦୀପ : ମହାନଦୀରେ ଗାଧୋଇବା ହେଲା କାଳ । ପୁଣି ବୁଡିଯାଇ ୨ ଛାତ୍ରଙ୍କ ମୃତ୍ୟୁ ହୋଇଛି । ପାରାଦୀପ ପଥୁରିଆର ୨ ଜଣ ଯୁକ୍ତ ଦୁଇ ଛାତ୍ର ପାଣିରେ ବୁଡି ଯାଇ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସା ବେଳେ ଡାକ୍ତର…