Browsing Tag

Two more pressures on the 16th and 23rd

୧୬ ଓ ୨୩ ରେ ଆଉ ଦୁଇଟି ଲଘୁଚାପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଏହି ଅବପାତ ପରେ ମଧ୍ୟ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିଂବଳୟ ବଙ୍ଗୋପସାଗରରେ ସୃଷ୍ଟି ହେବ। ଯାହାଦ୍ୱାରା ରାଜ୍ୟରେ ଚତୁର୍ଥ ସପ୍ତାହ ପର୍ଯ୍ୟନ୍ତ ଉଣା ଅଧିକେ ବର୍ଷା ଜାରି ରହିବ। ବାରମ୍ବାର ଲଘୁଚାପ ସୃଷ୍ଟି ହେବା ଯୋଗୁଁ ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ମଧ୍ୟ ହେବ…