ଲୋୟର ପିଏମଜିରେ ଖଣ୍ଡଯୁଦ୍ଧକୁ ନେଇ ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର
ଲୋୟର ପିଏମଜିରେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ଓ ପୋଲିସ ମଧ୍ୟରେ ଗତକାଲିର ଖଣ୍ଡଯୁଦ୍ଧ । ଆଉ ଆଜି ଦେଖିବାକୁ ମିଳିଛି ତାର ଇଫେକ୍ଟ । ବିଜେଡି- ବିଜେପି ମଧ୍ୟରେ ଟୁଇଟ୍ ୱାର ସାଙ୍ଗକୁ ପରସ୍ପର ବିରୋଧରେ ପ୍ରେସ କନଫରେନ୍ସ ଲଢ଼େଇ । ଏହାସହ ରାସ୍ତାକୁ ଓହ୍ଲାଇ ବିଜେପିର ମୁଖ୍ୟମନ୍ତ୍ରୀଙ୍କ…