Browsing Tag

Twin babies born in Sambalpur

ସମ୍ବଲପୁରରେ ଯୋଡ଼ା ଶିଶୁ ଜନ୍ମ

ସମ୍ବଲପୁର : ଗତକାଲି ସମ୍ବଲପୁରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ମହିଳା ଏକ ଯୋଡ଼ା ଯାଆଁଳା ଶିଶୁକୁ ଜନ୍ମ ଦେଇଛନ୍ତି। ଉଭୟ ନବଜାତ କନ୍ୟା ସନ୍ତାନ। ଦୁଇ ଶିଶୁଙ୍କର ମୁଣ୍ଡ ଅଲଗା ଥିବା ବେଳେ ସେମାନଙ୍କ ବେକରୁ ପେଟ ଯାଏଁ ଯୋଡ଼ି ହୋଇ ରହିଛି। ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…